ନୂଆଦିଲ୍ଳୀ : କଂଗ୍ରେସ ଆଜି ଏହାର ଅନୁଶାସନ କମିଟିର ପୁନର୍ଗଠନ କରିଛି। ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ବରିଷ୍ଠ ନେତା ଏକେ ଆଣ୍ଟୋନି କଂଗ୍ରେସ ଅନୁଶାସନ କମିଟିର ମୁଖ୍ୟ ହେବେ। ୫ ଜଣିଆ ଏଆଇସିସି କମିଟିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅମ୍ବିକା ସୋନି ଏବଂ ବରିଷ୍ଠ ନେତା ତାରିକ ଅନୱର ମଧ୍ୟ ସାମିଲ ଅଛନ୍ତି। ଆଣ୍ଟୋନି କମିଟିର ଅଧ୍ୟକ୍ଷ ରହିବେ ଏବଂ ତାରିକ ଅନୱର ସଦସ୍ୟ ସଚିବ ରହିବେ ।

The post କଂଗ୍ରେସ ଅନୁଶାସନ କମିଟି ମୁଖ୍ୟ ହେବେ ଏକେ ଆଣ୍ଟୋନି first appeared on Sambad.

from ରାଜନୀତି | Sambad https://ift.tt/30ArUfv