
ପଟିଆଲା : ଆସନ୍ତାବର୍ଷ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ତାଙ୍କ ପାରମ୍ପରିକ ଆସନ ପଟିଆଲାରୁ ଲଢ଼ିବେ। ୪୦୦ ବର୍ଷ ଧରି ପଟିଆଲା ଆମ ସହିତ ଅଛି। ସିଦ୍ଧୁଙ୍କ ପାଇଁ ମୁଁ ଏହି ଆସନ ଛାଡ଼ି ପଳାଇବି ନାହିଁ ବୋଲି ସେ କହିଛନ୍ତି। ଏହି ଆସନରେ ସେ ଲଗାତାର ୪ ଥର ଜିତିଛନ୍ତି। ତାଙ୍କ ପତ୍ନୀ ପ୍ରୀନିତ୍ କୌର ଏହି ଆସନରୁ ୩ ବର୍ଷ ପାଇଁ ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ପ୍ରତିନିଧିତ୍ବ କରିଛନ୍ତି।
The post ପଟିଆଲାରୁ ଲଢ଼ିବେ ଅମରିନ୍ଦର first appeared on Sambad.from ରାଜନୀତି | Sambad https://ift.tt/3x7VmVY
0 Comments