
ଲକ୍ଷ୍ନୌ : ଉତ୍ତରପ୍ରଦେଶ ଜିଲ୍ଲା ପଂଚାୟତ ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନରେ ବିଜେପିକୁ ବହୁତ ବଡ଼ ସଫଳତା ମିଳିଛି। ବିଜେପି ୭୫ ଆସନରୁ ୬୫ ଆସନ ଦଖଲ କରିବାରେ ସଫଳ ହୋଇଥିବା ବେଳେ ସମାଜବାଦୀ ପାର୍ଟିକୁ ମାତ୍ର ୬ଟି ଆସନ ମିଳିଛି। ୨୨ଟି ଜିଲ୍ଲାରେ ପୂର୍ବରୁ ଅଧ୍ୟକ୍ଷମାନେ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଥିବା ବେଳେ ଏଥିରୁ ୨୧ଟିରେ ବିଜେପି ବାଜି ମାରିଥିଲା। ବିଜେପିର ଏଭଳି ଆଶାତୀତ ସଫଳତା ସମାଜବାଦୀ ପାର୍ଟିକୁ ନିରାଶ କରିଥିବା ବେଳେ ବିଏସ୍ପିର ବଡ଼ ବିପର୍ଯ୍ୟୟ ହୋଇଛି।
The post ୟୁପି: ଜିଲ୍ଲା ପଂଚାୟତ ଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବଡ଼ ବିଜୟ, ୭୫ରୁ ୬୫ ଆସନ ଦଖଲ କଲା first appeared on Sambad.from ରାଜନୀତି | Sambad https://ift.tt/3yjmxfD
0 Comments