ଭୁବନେଶ୍ବର : ପିପିଲି ଉପନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସରୁ ପ୍ରାର୍ଥୀ ହୋଇପାରନ୍ତି ବିଶ୍ବକେଶନ ମହାପାତ୍ର। ବିଶ୍ବସ୍ତସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ପିସିସି ପକ୍ଷରୁ କେବଳ ଶ୍ରୀ ମହାପାତ୍ରଙ୍କ ନାମ ଏଆଇସିସି ଅନୁମୋଦନ ପାଇଁ ପଠାଯାଇଛି। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ବାସିନ୍ଦା ଶ୍ରୀ ମହାପାତ୍ର ଜିଲ୍ଲା କଂଗ୍ରେସ ସେବାଦଳର ମୁଖ୍ୟ ସଂଗଠକ ଭାବେ କାର୍ଯ୍ୟ କରୁଛନ୍ତି।

The post ପିପିଲି ଉପନିର୍ବାଚନ : ବିଶ୍ବକେଶନ ମହାପାତ୍ର ହୋଇପାରନ୍ତି କଂଗ୍ରେସ ପ୍ରାର୍ଥୀ first appeared on Sambad.

from ରାଜନୀତି | Sambad https://ift.tt/3gKzoCn