
କୋଲକାତା : ବିଜେପି ବିଧାନସଭା ନିର୍ବାଚନକୁ ଅସାଧୁ ଉପାୟରେ ପରିଚାଳିତ କରିବାକୁ ଚାହୁଁଛି ବୋଲି ମମତା ଅଭିଯୋଗ କରିବାର ଦିନକ ପରେ ଏହାର ଜବାବ ରଖିଛନ୍ତି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ। ନନ୍ଦୀଗ୍ରାମ ଆସନରୁ ମମତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଶୁଭେନ୍ଦୁ କହିଛନ୍ତି, ମମତା ହେଉଛନ୍ତି ‘କୁଇନ୍ ଅଫ୍ ରିଗିଂ’। ମମତା ରାଜ୍ୟରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ହେଉ ବୋଲି ଚାହୁନାହାନ୍ତି। ତୃଣମୂଳ କିଛି ଅନୁପ୍ରବେଶକାରୀ ଏବଂ ପାକିସ୍ତାନୀଙ୍କୁ ବ୍ୟବହାର କରୁଛି। ସେମାନେ ପ୍ରାର୍ଥୀମାନଙ୍କ ବାଟ ଓଗାଳୁଥିବାବେଳେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ଶୁଭେନ୍ଦୁ କହିଛନ୍ତି।
The post ଶୁଭେନ୍ଦୁ କହିଲେ, ‘ମମତା କୁଇନ୍ ଅଫ୍ ରିଗିଂ’ first appeared on Sambad.from ରାଜନୀତି | Sambad https://ift.tt/38ZrgsH
0 Comments