
ଭୁବନେଶ୍ବର: ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀ ବୁଧବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ଭୁବନେଶ୍ବରରେ ପହଂଚିବା ପରେ ସେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ବିଜେପି ପ୍ରଭାରୀ କହିଛନ୍ତି ଯେ, କଟକ ଜିଲ୍ଲା ମାହାଙ୍ଗାରେ ଆମର ୨ ଜଣ କର୍ମକର୍ତ୍ତାଙ୍କର ହତ୍ୟା ହେଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦୁର୍ନୀତି ପାଇଁ ସେମାନେ ଆମ ପାର୍ଟି ତରଫରୁ ଲଢ଼ୁଥିଲେ। ଏଥିରୁ ଜଣାପଡୁଛି ଯେ ରାଜ୍ୟରେ ଆଇନ୍ ବ୍ୟବସ୍ଥା କେତେ ଦୋହଲିଛି। ଓଡ଼ିଶା ସରକାର ଦୁର୍ନୀତିରେ ବୁଡିକି ଅଛନ୍ତି।
The post ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀଙ୍କ ଓଡିଶା ଗସ୍ତ first appeared on Sambad.
from ରାଜନୀତି – Sambad https://ift.tt/38hqWWu
0 Comments